ବଲିଉଡର କୁଇନ ଭାବେ ପରିଚିତ କଙ୍ଗନା ଇନ୍ଦିରା ଗାନ୍ଧୀଙ୍କ ଅଭିନୟ କରିବେ

Home Category सिनेमा ବଲିଉଡର କୁଇନ ଭାବେ ପରିଚିତ କଙ୍ଗନା ଇନ୍ଦିରା ଗାନ୍ଧୀଙ୍କ ଅଭିନୟ କରିବେ

ବଲିଉଡର କୁଇନ ଭାବେ ପରିଚିତ କଙ୍ଗନା ରାନାୱତ ବଳିଷ୍ଠ ଅଭିନୟ ଏବଂ ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ୍‌ କରିବା ପରେ ଏବେ ଖୁବ୍ ଶୀଘ୍ର ଇନ୍ଦିରା ଗାନ୍ଧୀଙ୍କ ଉପରେ ନିର୍ମିତ ଏକ ଫିଲ୍ମରେ ସେ ଅଭିନୟ କରିବାକୁ ଯାଉଛନ୍ତି। ଜରୁରୀକାଳୀନ ପରିସ୍ଥିତି ଉପରେ ଏହି ଫିଲ୍ମ ଆଧାରିତ ହେବ। କଙ୍ଗନା ଏଥିରେ ଇନ୍ଦିରାଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ। ଏହି ଫିଲ୍ମ ମାଧ୍ୟମରେ ଜରୁରୀକାଳୀନ ପରିସ୍ଥିତି ସମୟର କେତେକ ରହସ୍ୟ ପରଦା ମାଧ୍ୟମରେ ସମ୍ମୁଖକୁ ଆସିବ। ଫିଲ୍ମର ସୁଟିଂ ଆରମ୍ଭ ହୋଇଗଲାଣି ବୋଲି କଙ୍ଗନା ସୂଚନା ଦେଇଛନ୍ତି।

[Social Media Share Text/Image]