ତିନି ଠାକୁର ଅଣସରରେ , ପୂଜା ପାଇଲେ ପଟିଦିଅଁ

Home Category आध्यात्म ତିନି ଠାକୁର ଅଣସରରେ , ପୂଜା ପାଇଲେ ପଟିଦିଅଁ

ସ୍ନାନମଣ୍ଡପରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅଣସର ଘରେ ଅଣସର ପିଣ୍ଡିରେ ବିଜେ କରିଛନ୍ତି ତିନି ଠାକୁର । ସେପଟେ ସଅଳ ନୀତିକାନ୍ତି ଯୋଗୁ ଆଜିଠାରୁ ୧୫ ଦିନିଆ ଅଣସରର ଗୁପ୍ତନୀତି ଆରମ୍ଭ ହୋଇଛି।ପଟିଦିଅଁକୁ ଲାଗିହେବ ଛପନ ପଉଟି, ମହାପ୍ରଭୁଙ୍କୁ ଫଳ | ଅଣସର ଘରେ ଅସୁସ୍ଥ ଶ୍ରୀଜିଉଙ୍କ ବିଜେ ପରେ ଶ୍ରୀମନ୍ଦିରରେ ଆଜିଠାରୁ ପଟିଦିଅଁ ପୂଜା ପାଇଛନ୍ତି। ଏଥିପାଇଁ ଗୁରୁବାର ବିଳମ୍ବିତ ରାତିରେ ପଟିଦିଅଁ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି।

[Social Media Share Text/Image]