ପୁରୀ ଶ୍ରୀମନ୍ଦିରରେ ସ୍ନାନ ୟାତ୍ରା ସମ୍ପନ୍ନ

Home Category ओडिशा न्यूज़ ପୁରୀ ଶ୍ରୀମନ୍ଦିରରେ ସ୍ନାନ ୟାତ୍ରା ସମ୍ପନ୍ନ

ଗତ ଜୁନ  ୨୪ ତାରିଖରେ ଶ୍ରୀମନ୍ଦିରରେ ସ୍ନାନ ପୁର୍ଣିମାରେ ଚତୁର୍ଧା ମୂର୍ତି ୧୦୮ ଘଡା ପାଣି |ସ୍ନାନ ପରେ ଗଜାନନ ବେଶରେ ଦର୍ଶନ ଦେଲେ ବଡ ଠାକୁର ଓ ଜଗନ୍ନାଥ  | ମା ଶୁଭଦ୍ରା କୁମାରୀ ବେଶ ହୋଇଥିଲେ | ଭକ୍ତମାନେ internet  ଓ television ଜରିଆରେ ଦର୍ଶନ କରିଥିଲେ ଏହି ଭବ୍ୟ ଲୀଳା କୁ | ଆଜିଠାରୁ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ତିନିଠାକୁର ଅଣସର ଘରେ ବିଜେ ରହିବେ | ପୁଣି ରଥଯାତ୍ରା ପୂର୍ବ ଦିନ ଦର୍ଶନ ଦେବେ ନବଯୌବନ ରୂପରେ |

[Social Media Share Text/Image]