କରୋନାରେ ମୃତ୍ୟୁ ପରିବାରକୁ କ୍ଷତିପୂରଣ ନଦେବା ପାଇଁ ସୁପ୍ରିମକୋର୍ଟକୁ କହିଲା କେନ୍ଦ୍ର

Home Category राष्ट्रीय କରୋନାରେ ମୃତ୍ୟୁ ପରିବାରକୁ କ୍ଷତିପୂରଣ ନଦେବା ପାଇଁ ସୁପ୍ରିମକୋର୍ଟକୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ: ମହାମାରୀ ମଧ୍ୟରେ ଯେଉଁମାନେ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ ସେମାନଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ଅପେକ୍ଷା କେନ୍ଦ୍ର କୋଭିଡ -୧୯ ପରିଚାଳନାକୁ ପ୍ରାଥମିକତା ଦେଉଛି | ଆଜି ‘ରିଲିଫ୍‌ର ସର୍ବନିମ୍ନ ମାନକ’ ଏବଂ ‘କୋଭିଡ୍-୧୯ଜନିତ ମୃତ୍ୟୁ ବାବଦ କ୍ଷତିପୂରଣ’ ଦାବି କରି ଦାଏର ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟକୁ ଏଭଳି କହିଛି କେନ୍ଦ୍ର।

[Social Media Share Text/Image]