ଟିକା ନେବେ ନାହିଁ କହିଥିବା ବାବା ରାମଦେବ କୋଭିଡ୍ଟ ଟିକା ନେବେ

Home Category राष्ट्रीय ଟିକା ନେବେ ନାହିଁ କହିଥିବା ବାବା ରାମଦେବ କୋଭିଡ୍ଟ ଟିକା ନେବେ

କୋଭିଡ୍-୧୯ ଟିକା ନେବେ ନାହିଁ ବୋଲି ପୂର୍ବରୁ କହିଥିବା ଯୋଗ ଗୁରୁ ବାବା ରାମଦେବ ଗୁରୁବାର ଦିନ ଡାକ୍ତରମାନଙ୍କୁ ‘ବିଶ୍ବରେ ଦେବତାଙ୍କ ଦୂତ’ ଭାବେ ବର୍ଣ୍ଣନା କରି ଟିକା ନେବେ ବୋଲି କହିଛନ୍ତି।ହରିଦ୍ବାରରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ଦୁଇ ଡୋଜ୍‌ ଟିକା ନିଅନ୍ତୁ ଏବଂ ଯୋଗ ଓ ଆୟୁର୍ବେଦ ଭଳି ଦୁଇଗୁଣ ସୁରକ୍ଷା ମଧ୍ୟ ଗ୍ରହଣ କରନ୍ତୁ। ଆୟୁର୍ବେଦ ସଙ୍ଗେ ସମ୍ମିଳିତ ହୋଇ ସେମାନେ ଏଭଳି ସୁରକ୍ଷା ଢାଲ ସାଜିବେ ଯେ, ଭାରତରେ ଜଣେ ହେଲେ ବି କୋଭିଡ୍‌ରେ ମରିବେ ନାହିଁ।

[Social Media Share Text/Image]