ଜିଲ୍ଲାପାଳ: କଟକରେ କଟକଣା ମଧ୍ୟରେ ହେବ ଦୁର୍ଗାପୂଜା

Home Category आध्यात्म ଜିଲ୍ଲାପାଳ: କଟକରେ କଟକଣା ମଧ୍ୟରେ ହେବ ଦୁର୍ଗାପୂଜା

କରୋନା ଭାଇରସ ମହାମାରୀ ଯୋଗୁଁ ଚଳିତ ବର୍ଷ କଟକର ଐତିହାସିକ ଦୁର୍ଗାପୂଜା କଟକଣା ମଧ୍ୟରେ ସଂପନ୍ନ ହେବ। ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳ କହିଛନ୍ତି, ଦୁର୍ଗାପୂଜା ମଣ୍ଡପ ଗୁଡ଼ିକରେ ସାଜସଜ୍ଜା ହେବ ନାହିଁ। ସେହିଭଳି ଲୋକଙ୍କର ଗହଳି ମଧ୍ୟ ହୋଇପାରିବ ନାହିଁ। ନିୟମ ନମାନିଲେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ।

[Social Media Share Text/Image]