ଡୋନାଲଡ୍ ଟ୍ରମ୍ପ୍ଭ କହିଲେ ରତକୁ ଭେଣ୍ଟିଲେଟର୍ ଦାନ କରିବ ଆମେରିକା:

Home Category अंतरराष्ट्रीय ଡୋନାଲଡ୍ ଟ୍ରମ୍ପ୍ଭ କହିଲେ ରତକୁ ଭେଣ୍ଟିଲେଟର୍ ଦାନ କରିବ ଆମେରିକା:

ଶୁକ୍ରବାର ଦିନ ଟ୍ରମ୍ପ୍ ଟୁଇଟ୍ କରିଥିଲେ, ମୁଁ  ଆନନ୍ଦର ସହ ଘୋଷଣା କରୁଛି ଯେ ଯୁକ୍ତରାଷ୍ଟ୍ର ଆମେରିକା ଭାରତୀୟ ବନ୍ଧୁମାନଙ୍କୁ ଭେଣ୍ଟିଲେଟର୍ ଦାନ କରିବ। ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ଭେଣ୍ଟିଲେଟର୍ ଦାନ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍‌ଡ୍ ଟ୍ରମ୍ପ୍ ଘୋଷଣା କରିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ନିବିଡ଼ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ପରମ ବନ୍ଧୁ ବୋଲି ଗୁରୁତ୍ବ ଦେଇ କହିବାର କିଛି ସମୟ ପରେ ଟ୍ରମ୍ପ୍ ଏଭଳି ‌ଘୋଷଣା କରିଛନ୍ତି।  କିନ୍ତୁ, କେତେ ପରିମାଣର ଭେଣ୍ଟିଲେଟର୍‌ ପଠାଯିବ ସେ ସଂକ୍ରାନ୍ତରେ ହ୍ବାଇଟ୍ ହାଉସ୍ କିଛି କହିନାହିଁ।

[Social Media Share Text/Image]